ଆସନ୍ତା କାଲିଠାରୁ ୧୬ଟି ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’

ସକାଳ ୭ରୁ ସଂଧ୍ୟା ୬ଟା ଯାଏ ଚାଲିବ ଭୁବନେଶ୍ବର : ଆସନ୍ତା ସୋମବାରଠାରୁ ରାଜଧାନୀରେ ମୋ ବସ୍‌ ଗଡ଼ିବ। କିନ୍ତୁ ଏବେ ୧୬ଟି ରୁଟ୍‌ରେ ବସ୍‌ ଚାଲିବ। ବସ୍‌ ଭୁବନେଶ୍ବର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ମଧ୍ୟରେ ଯାତାୟତ କରିବ। ଏବେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବସ୍‌ ଚାଲିବ ବୋଲି କ୍ରୁଟ୍‌ ପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି। ନିୟମିତ ବସ୍‌ ସେବା କେବଳ ସୋମବାରରୁ ଶୁକ୍ରବାର ଯାଏଁ … Continue reading ଆସନ୍ତା କାଲିଠାରୁ ୧୬ଟି ରୁଟ୍‌ରେ ଗଡ଼ିବ ‘ମୋ ବସ୍‌’